Work

ରବତ: ପରମପରକ ବଶୱସବଧ ବନମ ପରଗତର ଅପରତରଧୟ ପରବହ

Year: 2026
Type: article
Abstract: ଆଲୋଚ୍ୟ ‘ରେବତୀ: ପାରମ୍ପରିକ ବିଶ୍ୱାସବୋଧ ବନାମ ପ୍ରଗତିର ଅପ୍ରତିରୋଧ୍ୟ ପ୍ରବାହ’ ଶୀର୍ଷକ ପ୍ରବନ୍ଧରେ ଊନବିଂଶ ଶତାବ୍ଦୀର ସାମାଜିକ ଜୀବନରେ ଭରି ରହିଥିବା ଅନ୍ୟାୟ, ଅନୀତି, ଅଶିକ୍ଷା ଓ ଅନ୍ଧବିଶ୍ୱାସକୁ ତିରୋହିତ କରି ସାହିତ୍ୟ ମାଧ୍ୟମରେ ସମାଜକୁ କିପରି ସଂସ୍କାରିତ ଓ ସଚେତନତାର ମାର୍ଗରେ ଅଗ୍ରସର କରାଯାଇପାରିଛି ତାହାର ଆଲୋଚନା ସହ ‘ରେବତୀ’ ଗଳ୍ପରେ ପ୍ରତିଫଳିତ ଦୁଇ ବୈପରୀତ୍ୟ ସ୍ରୋତ ତଥା ପରସ୍ପର ବିରୋଧୀ ଦୁଇ ପ୍ରସଙ୍ଗ ଭାବେ ପାରମ୍ପରିକ ବିଶ୍ୱାସବୋଧ ଓ ପ୍ରଗତିର ଅପ୍ରତିରୋଧ୍ୟ ପ୍ରବାହର ସଂଘର୍ଷକୁ ସ୍ପଷ୍ଟଭାବେ ଆଲୋଚନା କରିବା ହିଁ ହୋଇଛି ଏ ପ୍ରବନ୍ଧର ମୁଖ୍ୟ ଆଭିମୁଖ୍ୟ
Language: English
Open Access status: green
OpenAlex ID: W7170839908
FWCI:
Cites:
Cited by:
Related to: